ବୈବସ୍ୱତ
ଦେଖଣା
ବୈବସ୍ୱତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ଫୁ (ବିବସ୍ୱତ୍= ସୂର୍ଯ୍ୟ+ଅପତ୍ୟାର୍ଥେ ଅ)
[ସମ୍ପାଦନା]- ୧. ସୂର୍ଯ୍ୟ ପୁତ୍ର —୧. Son of the Sun-god.
- ୨. ମାନବ ଧର୍ମଶାସ୍ତ୍ର ପ୍ରଣେତା ଋଷି; ସୂର୍ଯ୍ୟଙ୍କ ପୁତ୍ର ସପ୍ତମ ମନୁ —୨. The great Hindu law-giver; the primeval ancestor of the human beings being the ୭th in descent from Manu.
- ୩. ରୁଦ୍ରଦେବତାବିଶେଷ —୩. One of the Rudra Deities.
- ୪. ଯମ —୪. The God of death.
[ଦ୍ରଷ୍ଟବ୍ୟ —ବିକୁକ୍ଷିବଂଶେ ଜାତ ରାମ ଆଣ, ବୈବସ୍ୱତ ଏ ଗଣେ ତା ମାର୍ଗଣ—ଭଞ୍ଜ. ବୈଦେହୀଶବିଳାସ]
- ୫. ଶନିଗ୍ରହ —୫. The plant Saturn.
- ୬. ଅଙ୍ଗ— ରାଜ କର୍ଣ୍ଣ —୬. The kind Karṇṇa.
ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)
[ସମ୍ପାଦନା]ବିନାଶକ —Destructive.