ବୈବସ୍ୱତ

ଉଇକିଅଭିଧାନ‌ରୁ

ବୈବସ୍ୱତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ (ବିବସ୍ୱତ୍= ସୂର୍ଯ୍ୟ+ଅପତ୍ୟାର୍ଥେ ଅ)[ସମ୍ପାଦନା]

୧. ସୂର୍ଯ୍ୟ ପୁତ୍ର —୧. Son of the Sun-god.
୨. ମାନବ ଧର୍ମଶାସ୍ତ୍ର ପ୍ରଣେତା ଋଷି; ସୂର୍ଯ୍ୟଙ୍କ ପୁତ୍ର ସପ୍ତମ ମନୁ —୨. The great Hindu law-giver; the primeval ancestor of the human beings being the ୭th in descent from Manu.
୩. ରୁଦ୍ରଦେବତାବିଶେଷ —୩. One of the Rudra Deities.
୪. ଯମ —୪. The God of death.

[ଦ୍ରଷ୍ଟବ୍ୟ —ବିକୁକ୍ଷିବଂଶେ ଜାତ ରାମ ଆଣ, ବୈବସ୍ୱତ ଏ ଗଣେ ତା ମାର୍ଗଣ—ଭଞ୍ଜ. ବୈଦେହୀଶବିଳାସ]

୫. ଶନିଗ୍ରହ —୫. The plant Saturn.
୬. ଅଙ୍ଗ— ରାଜ କର୍ଣ୍ଣ —୬. The kind Karṇṇa.

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

ବିନାଶକ —Destructive.