Jump to content

ବୈବାସିତ୍ ଡିକ୍ରି

ଉଇକିଅଭିଧାନ‌ରୁ

ବୈବାସିତ୍ ଡିକ୍ରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ବନ୍ଧକ ଡିଗ୍ରୀରେ ନିର୍ଦ୍ଧାରିତ ତାରିଖରେ ଟଙ୍କା ନ ଦେଲେ ଦେଣଦାରକୁ ବନ୍ଧକମୁକ୍ତ କରିବାର କ୍ଷମତା ରହିତ କରାଯିବା ଡିଗ୍ରୀ —Decree for foreclosure in a mortgage suit; a decree absolute in a mortgage suit.