ବୈମାତ୍ର

ଉଇକିଅଭିଧାନ‌ରୁ

ବୈମାତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୈମାତ୍ରେୟ—ଅନ୍ୟରୂପ)

(ବେମାତ୍ରୀ, ବୈମାତ୍ରେୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ବିମାତୃ+ଅପତ୍ୟାର୍ଥେ ଅ)[ସମ୍ପାଦନା]

ବିମାତାଙ୍କ ଗର୍ଭଜାତ — Born of the same father but through different mothers; born of one's step-mother.