ବୈର

ଉଇକିଅଭିଧାନ‌ରୁ

ବୈର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୀର+ଅ)[ସମ୍ପାଦନା]

୧. ବିରୋଧ; ବିଦ୍ୱେଷ; ଶତ୍ରୁତା — ୧. Enmity; hostility.
୨. ଶୌର୍ଯ୍ୟ — ୨. Courage; prowess; valour.