ବୈରାଗ୍ୟ
ଦେଖଣା
ବୈରାଗ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଭାଗ+ଭାବାର୍ଥେ. ଯ)
[ସମ୍ପାଦନା]- ୧. ସଂସାର ପ୍ରତି ଅନାସକ୍ତି; ସଂସାର ପ୍ରତି ବିରକ୍ତି ବା ଔଦାସୀନ୍ୟ — ୧. Indifference to wordly concerns.
- ୨. ସଂସାର ବିରାଗୀର ଧର୍ମ —୨. The ways of an anchorite.
- ୩. ବିବେକ —୩. Conscience.
[ଦ୍ରଷ୍ଟବ୍ୟ —ବୈରାଗ୍ୟଦ୍ୱାରା ସଂସାର ପ୍ରତି ବିରକ୍ତି ଓ ସଂସାର ତ୍ୟାଗର ଭାବ ସୂଚିତ ହୁଏ
ବିବେକଦ୍ୱାରା ସତ୍ ଅସତ୍ ପ୍ରଭେଦ ଜ୍ଞାନ, ପ୍ରକୃତି ଓ ପୁରୁଷ ମଧ୍ୟରେ ପ୍ରଭେଦ ଜ୍ଞାନ, ସମ୍ୟକ ବିଚାର ଜନିତ ଜ୍ଞାନ ଓ ମିଥ୍ୟା ପ୍ରତି ଅନାସକ୍ତି ସୁଚିତ ହୁଏ]