Jump to content

ବୈଲକ୍ଷଣ୍ୟ

ଉଇକିଅଭିଧାନ‌ରୁ

ବୈଲକ୍ଷଣ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଲକ୍ଷଣ+ଭାବାର୍ଥେ. ଯ)

[ସମ୍ପାଦନା]
୧. ବିଶିଷ୍ଟତା; ବିଶେଷତ୍ୱ —୧. Peculiarity.
୨. ବିଭିନ୍ନତା —୨. Difference.
୩. ଭାବାନ୍ତର; ପ୍ରକାରାନ୍ତର —୩. Disparity. derangerment.