ବୈଶାଖୀ ମେଳା

ଉଇକିଅଭିଧାନ‌ରୁ

ବୈଶାଖୀ ମେଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବୈଶାଖ ପୂର୍ଣ୍ଣିମାରେ ବା ବୈଶାଖ ସଂକ୍ରାନ୍ତିରେ ହେବା ମେଳା ବା ଉତ୍ସବ —A religious gathering held on the last day of the lunar B&aline;i̱ṡākha or the ୧st day of the solar. B&aline;i̱ṡākha month.

[ଦ୍ରଷ୍ଟବ୍ୟ —ବୈଶାଖୀ ମେଳା ପ୍ରତି ବର୍ଷ ସଂକ୍ରାନ୍ତି (ଅପ୍ରେଲ ମାସ ତା ୧୩: ରିଖ)ରେ ପଡ଼େ ୧୯୧୯: ସାଲ ଅପ୍ରେଲ ୧୩: ତାରିଖରେ ପଞ୍ଜାବ ପ୍ରଦେଶର ଅମୃତସହର ମଧ୍ୟସ୍ଥ 'ଜଲିନ୍ଉଆଲା' ବାଗ୍ (Jallinwalla Bag) ନାମକ ଚତୁର୍ଦ୍ଦିଗରେ ଗୃହାଦି ବେଷ୍ଟିତ ପଡ଼ିଆରେ ସରକାରଙ୍କ ପ୍ରଚାରିତ ଗୋଟିଏ ଆଇନ୍ ସମ୍ୱନ୍ଧେ ପ୍ରତିବାଦ କରିବା ଉଦ୍ଦେଶ୍ୟରେ ସମବେତ ବହୁ ସହସ୍ର ହିନ୍ଦୁ ମୁସଲମାନ୍ ଓ ଶୀଖ ଆଦିଙ୍କ ମେଳିକୁ ଭାଙ୍ଗିବା ପାଇଁ ଇଂରାଜ ସରକାରଙ୍କ ସେନାପତି ଜେନେରାଲ୍ ଡ଼ାୟାର୍ (General Dyer)ଙ୍କ ଆଦେଶରେ ପଲଟଣମାନେ ଗୁଳି ଚଳାଇ ଅନେକ ଲୋକଙ୍କୁ ହତ୍ୟା କରିଥିଲେ ଏହି ହତ୍ୟାକାଣ୍ଡ (Jallinwalla Bag massacre)ର ଫଳରେ ଭାରତର ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଘୋର ଆନ୍ଦୋଳନ ହୋଇଥିଲା]