ବୈଶ୍ୟ

ଉଇକିଅଭିଧାନ‌ରୁ

ବୈଶ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୈଶ୍ୟା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବିଶ ଧାତୁ= ପ୍ରବେଶ କରିବା+କ୍ୱିପ୍+ଯ— ଯେଉଁ ଜାତି ଦ୍ୱିଜାତିମାନଙ୍କର ଶେଷଭାଗରେ ହିନ୍ଦ ସମାଜକୁ ପ୍ରବେଶ କରିଅଛି )[ସମ୍ପାଦନା]

ହିନ୍ଦୁ ଦ୍ୱିଜାତି— ମାନଙ୍କର ଶେଷ ବର୍ଣ୍ଣ —The ୩rd caste of the Hindu twice-born classes.

(ଉ—ବୈଶ୍ୟା ଗର୍ଭଜାତ ଶାନ୍ତ ଧୂତରାଷ୍ଟ୍ର ସୁତ, ଯୁପୁତ୍ସୁଙ୍କୁ ନିଯୋଜିଲେ ପ୍ରତିନିଧି ପଦେ—ରାଧାନାଥ. ମହାଯାତ୍ରା )

[ଦ୍ରଷ୍ଟବ୍ୟ — ଯଜନ, ଅଧ୍ୟୟନ ଓ ପଶୁପାଳନ ବୈଶ୍ୟମାନଙ୍କର ଧର୍ମ ପଶୁପାଳନ ଓ ବାଣିଜ୍ୟ ଏମାନଙ୍କ ବୃତ୍ତି ଅଟେ ବୈଦିକ କାଳରେ ପ୍ରଜାମାନଙ୍କୁ ବିଶ୍ ବୋଲା ଯାଉଥିଲା ବୈଶ୍ୟ ଶବ୍ଦ ବୈଦିକ ବିଶ୍ ଶବ୍ଦରୁ ଉତ୍ପନ୍ନ ପରେ ଯେତେବେଳେ ଚତୁର୍ବର୍ଣ୍ଣର ବ୍ୟବସ୍ଥା ହେଲା ସେତେବେଳେ ବାଣିଜ୍ୟ ବ୍ୟବସାୟ ଓ ଗୋପାଳନରେ ନିଯୁକ୍ତ ବର୍ଣ୍ଣକୁ ବୈଶ୍ୟ ବୋଲାଗଲା—ହିନ୍ଦୀ - ଶବ୍ଦସାଗର ]