ବୈଷୟିକ ବିଜ୍ଞାନ

ଉଇକିଅଭିଧାନ‌ରୁ

ବୈଷୟିକ ବିଜ୍ଞାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ; କର୍ମଧା)[ସମ୍ପାଦନା]

ଯେଉଁ ବିଜ୍ଞାନ ଶାସ୍ତ୍ରଦ୍ୱାର ମନୁଷ୍ୟର ସାଂସାରିକ ବିଷୟ ପରିଚାଳନାରେ ଜ୍ଞାନଲାଭ ହୁଏ; ଯେଉଁ ବିଜ୍ଞାନ ମନୁଷ୍ୟର ବ୍ୟବହାରରେ ଲାଗେ —Practical science.

[ଯଥା— ଜଡ଼ବିଜ୍ଞାନ, ନୀତିବିଜ୍ଞାନ, କ୍ଷେତ୍ର ପରିମାଣ ବା ବ୍ୟବହାରିକ ଜ୍ୟାମିତି ]