ବୋ

ଉଇକିଅଭିଧାନ‌ରୁ

ବୋ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବୁ=ଗନ୍ଧ)[ସମ୍ପାଦନା]

୧. ବୂ; ଗନ୍ଧ —୧. Smell.
୨. ଦୁର୍ଗନ୍ଧ —୨. Bad smell; offensive odour.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ଅ[ସମ୍ପାଦନା]

(ସମ୍ୱୋଧନ)ରେ —(interjection) Oh !

[ଦ୍ରଷ୍ଟବ୍ୟ —ବାମଣ୍ଡା ଓ ଗାଙ୍ଗପୁର ଅଞ୍ଚଳରେ 'ବୋ' ଓ ସମ୍ୱଲପୁର ଓ ଓଡ଼ିଶ୍ୟାରେ 'ରେ' ସଙ୍ଗୀ ବା ନୀଚତର ବ୍ୟକ୍ତି ପ୍ରତି ବ୍ୟବହୃତ ହୁଏ ]

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) କ୍ରି.ବିଶେଷଣ -[ସମ୍ପାଦନା]

ମ —Too.