ବୋଉ

ଉଇକିଅଭିଧାନ‌ରୁ

ବୋଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ବଧୂ)[ସମ୍ପାଦନା]

ବୋହୂ (ଦେଖ) - Bohū (See)

ପ୍ରାଦେଶିକ - (କଟକ, ପୁରୀ)ବି[ସମ୍ପାଦନା]

ମାଆ —Mother.

[ଦ୍ରଷ୍ଟବ୍ୟ —ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ବା କ୍ଷତ୍ରିୟ ପରିବାରରେ ମାତାଙ୍କୁ 'ବୋଉ' ଓ ପିତାଙ୍କ 'ମା' ବୋଲି ଡାକନ୍ତି ଶୂଦ୍ରମାନେ ମାତାଙ୍କୁ'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି]