ବୋଡ଼ା ଛତୁ

ଉଇକିଅଭିଧାନ‌ରୁ

ବୋଡ଼ା ଛତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ପ୍ରାଦେ(ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -

ଏକପ୍ରକାର ଖାଦ୍ୟ ଛତୁ —A kind of mushroom.

[ଦ୍ରଷ୍ଟବ୍ୟ — ଏହି ଛତୁ ସୋନପୁର, ସମ୍ୱଲପୁର, କଳାହାଣ୍ଡି, ଜୟପୁର ଅଞ୍ଚଳ— ମାନଙ୍କରେ ବେଶି ମିଳେ; ଏହା ଶାଳୁଆଗଛ ମୂଳରେ ଭୁଇଁ ଭିତରୁ ବାହାରେ ଏହା ଫୁଟିବା ସମୟରେ ଭୁମି ଫାଟିଯାଏ ଓ ଲୋକେ ତାହା ଜାଣିପାରି ଭୂମିଖୋଳି ତୋଳି ଆଣନ୍ତି ଛେଳିର ଚର୍ବିପରି ଏହା ଚିକ୍କଣା; ଏହାର ତିଅଣ ଖାଇବାକୁ ମାଂସ ତିଅଣ ପରି ଲାଗେ ]



  • (file)
  • (file)