ବୋଦୁସି

ଉଇକିଅଭିଧାନ‌ରୁ

ବୋଦୁସି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ -[ସମ୍ପାଦନା]

କଉମାଛ ପରି, କିନ୍ତୁ ତମ୍ୱାଳିଆ ବର୍ଣ୍ଣର ଏକପ୍ରକାର ଛୋଟ ଛୋଟ ମାଛ —Datrioides. Quadrifaciatus (fish).

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ୧୨: ଆଙ୍ଗୁଳି ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କ ଦେହ ଚେପଟା ଓ କାତିଯୁକ୍ତ; ଏମାନେ ଜଡ଼ଭାବାପନ୍ନ]