Jump to content

ବୋଳା

ଉଇକିଅଭିଧାନ‌ରୁ

ବୋଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବୋଳିବା ବା ଲେପିବା କ୍ରିୟା —Act of smearing or daubing.

[ଉ—ଦଳା—ଅଞ୍ଜନ—ପ୍ରଭା ବୋଳା ପରାୟେ ରାଧାନାଥ. ମେଘଦୂତ]

ବିଶେଷଣ -

[ସମ୍ପାଦନା]

ଲେପିତ —Smeared; anointed

[ ଉ—କାହୀରି ଅବା ଭସ୍ମେ ବୋଳା ତନୁ ରାଧାନାଥ. ମହାଯାତ୍ରା]