ବୋଳି ହେବା
ଦେଖଣା
ବୋଳି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଜ ଦେହରେ ଲେପନ କରିବା — ୧. To besmear ones own body.
(ଉ—ହୋଇଥାଏ ବୋଳି ଚନ୍ଦ୍ରାବତି କେଳି—ନିକୁଞ୍ଜ କୁସୁମ ବାସ ଗୋ କବିସୀର୍ଯ୍ୟ ସଙ୍ଗୀତ)
- ୨. ନିଜ ଦେହକୁ ଅନ୍ୟ ବସ୍ତୁର ଆବୃତ କରିବା — ୨. To cover one's body with another thing.
(ଉ—ଦେହରୁ ଚର୍ମ କେତେ ହୋଇଛନ୍ତି ବୋଳି କୃଷ୍ଣସିଂହ, ମହାଭାରତ ଦ୍ରୋଣ)