ବୋହିବା

ଉଇକିଅଭିଧାନ‌ରୁ

ବୋହିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବହ ଧାତୁ)[ସମ୍ପାଦନା]

୧. ଭାର ଆଦି ବହନ କରିବା —୧. To carry loads etc.

(ଉ—ବୋହି ବୋହିବା ଯିବା ଶିରେ ପାଚକ ଓଳିଆ ଭିକାରୀ ଗୀତା ଲହରୀ)

୨. (ଜଳାଦି) ସ୍ରୋତ ରୂପେ ତଳ ଆଡ଼କୁ ଗତି କରିବା —୨. To flow down in a current (said of liquid).
୩. (ବାୟୁ) ବେଗରେ ଗତି କରିବା; ପବମ୍ୱବ ହେବା —୩. To blow (said of wind).
୪. (ଝାଳ ବା ରକ୍ତ) ସ୍ରବିବା —୪. To trickle down.
୫. ଜମିବାଡ଼ିକୁ ପାଣି ମଡ଼ାଇବା ପାଇଁ ବିମ୍ୱ ଜଳାଶୟକୁ ଶୁଖାଇବା ପାଇଁ ଶେଣା ଆଦିଦ୍ୱାରା ଜଳାଶୟରୁ ଜଳ ଉତ୍ତୋଳନ କରିବା —୫. To lift or bale out water form a tank for irrigation purposes.
୬. (ବହ ଧାତୁ ଣିଚ; ବାହି ଧାତୁ) ଅନ୍ୟଦ୍ୱାରା ବହନ କର୍ମ କରାଇବା; ବୁହାଇବା —୬. To cause another to carry a load.
୭. (ଯାନ ବାହାନ ଆଦି) ବାହିବା; ଚାଳିତ କରାଇବା —୭. To drive (a car or a beast).
୮. (ନଦ, ମଦୀ) ପର୍ବତରୁ ବା ହ୍ରଦରୁ ଉତ୍ପନ୍ନ ହେବା; ବୋହି ଆସିବା; ବାହାରିବା — ୮. To rise from its source (said of a river).