ବ୍ୟବହାର
Appearance
(ବ୍ଯବହାରରୁ ଲେଉଟି ଆସିଛି)
ବ୍ୟବହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଅବ+ହୃ ଧାତୁ=ହରଣ କରିବା+କରଣ. ଅ)
[ସମ୍ପାଦନା]- ୧. କାରବାର; ବ୍ୟବସାୟ; ବାଣିଜ୍ୟ; ବେପାର —୧. Trade; commerce.
- ୨. ଆଚରଣ — ୨. Conduct; treatment; behaviour.
- ୩. ଋଣଦାନ; ମହାଜନୀ —୩. Usury; advancing money on interest; investment of money.
- ୪. ମାମଲା; ମଦ୍ଦଦମା —୪. Law suit; litigation.
- ୫. ମକଦ୍ଦମାର ବିଚାର —୫. Administration of ustice; judicial trial.
- ୬. ଆଇନ୍ —୬. Law.
- ୭. ଲୋକାଚାର; ପ୍ରଥା; ଲୋକପ୍ରଚଳିତ ରୀତି; ସମାଜିତ ପ୍ରଥା —୭. Practice; usage; custom; social custom.
- ୮. ଚୁକ୍ତି —୮. Contract.
- ୯. ପ୍ରଚଳନ; କାର୍ଯରେ ଲାଗିବା; ପ୍ରୟୋଗ —୯. Use; vogue.
- ୧. ଲୌକିକ ବା ସାଂସାରିକ କାର୍ଯ୍ୟ — ୧୦. Wordly work; business,
- ୧୧. କ୍ରିୟା; କର୍ମ; କାର୍ଯ୍ୟ —୧୧. Affair; act.
- ୧୨. ବେଭାର; ଲୌକିକତା; ସାମାଜିକ ନିୟମ ଅନୁସାରେ ଦେୟ ଉପଢୌକନ —୧୨. Presents given in observance of social custom.
- ୧୩. ଉପଭୋଗ — ୧୩. Enjoyment.
- ୧୪. ଝଗଡ଼ା; ବିବାଦ (ହିନ୍ଦୀ - ଶ) — ୧୪. Dispute; qarrel.
- ୧୫. ସର୍ତ୍ତ; ପଣ — ୧୫. Condition.
- ୧୬. ମକଦ୍ଦମା ମୂଳରୁ ଶେଷ ପର୍ଯ୍ୟନ୍ତ ଚାଳିତ ହେବାର ବିଧି —୧୬. Legal procedure.
[ଦ୍ରଷ୍ଟବ୍ୟ —ଓଡ଼ିଆ ବେଭାର ଶବ୍ଦ ଏଥିରେ ଅପଭ୍ରଂଶ]