Jump to content

ବ୍ରହ୍ମାଣ୍ଡ

ଉଇକିଅଭିଧାନ‌ରୁ

ବ୍ରହ୍ମାଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରହ୍ମାଙ୍କ ସୃଷ୍ଟି ବିଶ୍ୱ ଗୋଲକ —୧. The universe; the world.

[ଦ୍ରଷ୍ଟବ୍ୟ —ମନୁରେ ଲେଖାଅଛି ଯେ ସ୍ୱୟଂ ଭଗ୍ୱାନ୍ ପ୍ରଜା ସୃଷ୍ଟି କରିବାରେ ଇଚ୍ଛା କରି ପ୍ରଥମେ ଜଳର ସୃଷ୍ଟି କଲେ ଓ ତହିଁରେ ବୀଜ ବୁଣିଲେ ବୀଜ ବୁଣିବାରି ସୂର୍ଯ୍ୟଙ୍କ ପରି ତୋଜାମୟ ଗୋଟିଏ ସ୍ୱର୍ଣ୍ଣାଭ ଅଣ୍ଡ ଉତ୍ପନ୍ନ ହେଲା ସେହି ଅଣ୍ଡ ବା ଗୋଳକାରୁ ବ୍ରହ୍ମା ଜନ୍ମିଲେ ବ୍ରହ୍ମା ଉକ୍ତ ଅଣ୍ଡ ମଧ୍ୟରେ ଏକ ବରଷ ବାସ କରି ତାକୁ ଦୁଇ ଫାଳ କଲେ; ଉର୍ଦ୍ଧ୍ୱ ଖଣ୍ଡରେ ସ୍ୱାର୍ଗଦି ଲୋକ ଓ ଅଧୋଖଣ୍ଡରେ ପୃଥୀବୀ ଆଦିକୁ ରଚନା କଲେ ଏଥିପାଇଁ ବିଶ୍ୱଗୋଳକକୁ ବ୍ରହ୍ମାଣ୍ଡ ବୋଲାଯାଏ—ହିନ୍ଦୀ - ଶ]

୨. ନର କପାଳ; ଖପୁରି (ହିନ୍ଦୀ - ଶ) —୨. The human skull.