Jump to content

ବ୍ରହ୍ମ ତୀର୍ଥ

ଉଇକିଅଭିଧାନ‌ରୁ

ବ୍ରହ୍ମ ତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଜମୀରଠାରୁ ପ୍ରାୟ ୪ ମାଇଲ ଦୂରବର୍ତ୍ତୀ ନର୍ମଦା ତଟବର୍ତ୍ତୀ ତୀର୍ଥ ବିଶେଷ; ପୁଷ୍କର ତୀର୍ଥ — ୧. Name of a place of pilgrimage near Ajmere.
୨. ପୁଷ୍କର ମୂଳ; ଔଷଧ ବିଶେଷ — ୨. A medicinal root; the root of Alpotaxis Auriculata.
୩. ବୁଢ଼ା ଆଙ୍ଗୁଠିର ମୂଳ ଭାଗ — ୩. The root of the thumb.

[ଦ୍ରଷ୍ଟବ୍ୟ —ଏହି ବାଟେ ଜଳ ତର୍ପଣ କଲେ ବ୍ରହ୍ମା ପାଆନ୍ତି]