ବ୍ରାହ୍ମୀ

ଉଇକିଅଭିଧାନ‌ରୁ

ବ୍ରାହ୍ମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବ୍ରହ୍ମନ୍+ଈ)[ସମ୍ପାଦନା]

୧. ଦୁର୍ଗା —୧. Goddes Durgā.
୨. ବ୍ରହ୍ମାଙ୍କର ବିଶ୍ୱସର୍ଜନ ଶକ୍ତି —୨. The creative energy of Brahmā (personified)
୩. ଶିବଙ୍କର ଅଷ୍ଟମାତୃକାନ୍ତଗର୍ତ ମାତୃକାବିଶେଷ — ୩. One of the creative Goddesses related to Ṡiba,
୪. ସରସ୍ୱତୀ —୪. The Goddess of learning.
୫. ବ୍ରାହ୍ମଣ ପତ୍ନୀ —୫. The wife of a Brāhmaṇa.
୬. ରୋହିଣୀ ନକ୍ଷତ୍ର; ଜ୍ୟୋତିଷୋକ୍ତ୪ର୍ଥ ନକ୍ଷତ୍ର —୬. The ୪ th asterism.
୭. ପ୍ରାଚୀନ ବ୍ରହ୍ମା ବିବାହ ରିତି ଅନୁସାରେ ପିତାଙ୍କଦ୍ୱାରା ପ୍ରଦତ୍ତ କନ୍ୟା —୭. A bride given away by the father according to the hold Brāhma
୮. ମାଈବେଙ୍ଗ; ବେଙ୍ଗୁଲି —୮. A she- frog.
୯. ହରିଦ୍ୱର୍ଣ୍ଣର ପିପୀଲିକା ବିଶେଷ;କାଇ — ୯. A yellow species of ants; the tree ants.
୧. ଭାର୍ଗୀ; ବ୍ରାହ୍ମଣ ଝାଟିଆ —୧୦. Siphonanthus Indica (plant).
୧୧. ହିଲମୋଚିକା; ହିଡ଼ିମିଚା ଶାଗ —୧୧. A potherb growing near water; Hingcha Repens.
୧୨. ବାରାହୀ କନ୍ଦ;ଏକପ୍ରକାର ଆଳୁ —୧୨. A kind of yam.
୧୩. ସୋମଲତା —୧୩. The celebrated vedic drink-producing creeper of the sages;
Asclepias Acida.

୧୪. ବମୀ ବା ତୋଡ଼ିମାଛ — ୧୪. A tubular fish; Macrognathus Pancalus.
୧୫. ମହାଜ୍ୟୋତିଷ୍ମତୀ ଲତା ଗୁଳ୍ମ; ଏକ ପ୍ରକାର ଫୁଟି ଫୁଟିକା ଗୁଳ୍ମ —୧୫. A sort of creeper emitting a phosphorescent light; Cardiospermum Helicacabum.
୧୬. ଅଡ଼ିଶ ପର୍ଣ୍ଣୀ; ଏକ ପ୍ରକାର ଶାଗ —୧୬. A potherb growing near water; Ruta Graveolens or Herpestis Monnierria.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରାହ୍ମଣୀ ନଦୀ —୧. The Brāhmaṇī river.

(ଉ— ଏହି ସେହି ବ୍ରାହ୍ମୀ ବ୍ରହ୍ମାଣ୍ଡପାବନୀ ରାଧାନାଥ. ନନ୍ଦିକେଶ୍ୱରୀ)

ଅନୁବାଦ[ସମ୍ପାଦନା]

୨. ଆଧୁନିକ ବ୍ରାହ୍ମମତାବଲମ୍ୱୀ — ୨. A Brahmo.