ବ୍ରାହ୍ମ ମୁହୂର୍ତ୍ତ

ଉଇକିଅଭିଧାନ‌ରୁ

ବ୍ରାହ୍ମ ମୁହୂର୍ତ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରାତ୍ରିର ଶେଷାର୍ଦ୍ଧ ପ୍ରହର; ରାତ୍ରିର ଅନ୍ତିମ ୨ ଦଣ୍ଡ, ମତାନ୍ତରେ ୪ ଦଣ୍ଡ; ସୂର୍ଯ୍ୟୋଦୟ ପୂର୍ବରୁ ଦୁଇ ଘଡ଼ି ସମୟ — ୧. The last ୪୮ minutes (or according to some ୯୬ minutes) of the night.
୨. ବ୍ରହ୍ମାଙ୍କର ୧ ମୁହୂର୍ତ୍ତ ସମୟ (ମନୁଷ୍ୟର ଗଣନାରେ ୩୬,୭୦,୨୦,୦୦୦ (୩୬ କୋଟି ୭୦ ଲକ୍ଷ ୨୦ ହଜାର) ବର୍ଷ — ୨. A period of about + billion human years.