ବ୍ଲଟିଙ୍ଗ୍

ଉଇକିଅଭିଧାନ‌ରୁ

ବ୍ଲଟିଙ୍ଗ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବିଲାଟିଙ୍ଗ୍(ଣ୍), ବ୍ଲଟିଂ, ବ୍ଲଟିଣ୍ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

କାଳି ଛାପିବା କାଗଜ; ଯେଉଁ ସୁଗନ୍ଧ କାଗଜଦ୍ୱାରା କାଳି ଶୋଷି ହୋଇଯାଏ; ମସୀଶୋଷଣ ପତ୍ର — Blotting.

[ଦ୍ରଷ୍ଟବ୍ୟ —ପୂର୍ବେ ଆମ— ଦେଶରେ ବ୍ଲଟିଙ୍ଗ୍ କାଗଜ ନ ଥିଲା ଲୋକେ ଧୂଳିଦ୍ୱାରା କିମ୍ୱା ଧୂଳିର କନାପୁଡ଼ାଦ୍ୱାରା ଶୁଖି ନ ଥିବା ଲେଖାକୁ ଶୁଖାଉଥିଲେ]