ବ୍ୟକ୍ତି

ଉଇକିଅଭିଧାନ‌ରୁ

ବ୍ୟକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି)

୧. ମନିଷ୍ୟ; ଲୋକ; ଜଣ —୧. Individual; a distinct person; person.
୨. ଏକ ଶ୍ରେଣୀର ଅନେକଙ୍କ ମଧ୍ୟରୁ ଜଣେ —୨. One of a class.
୩. ଶରୀରୀ —୩. A corporeal or materialbeing.
୪. ପ୍ରାଣୀ; ଜୀବ —୪. Animal.
୫. ଦ୍ରବ୍ୟ; ବସ୍ତୁ; ପଦାର୍ଥ —୫. Thing; article.
୬. (+ଭାବ. ତି)—ଅଭିବ୍ୟକ୍ତି; ପ୍ରକାଶ —୬. Manifestation.

[ଦ୍ରଷ୍ଟବ୍ୟ —ବ୍ୟକ୍ତି ଶବ୍ଦ ସଂସ୍କୃତରେ ସ୍ତ୍ରୀଲିଙ୍ଗ ହେଲେହେଁ ଭାଷାର ଏହା ମନୁଷ୍ୟ ବା ଲୋକ ଅର୍ଥରେ ପୁଂଲିଙ୍ଗରୂପେ ବ୍ୟବହୃତ ହୁଏ ହିନ୍ଦୀ - ଶ.]



  • (file)
  • (file)
  • (file)