ବ୍ୟକ୍ତି
ଦେଖଣା
ବ୍ୟକ୍ତି
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବି—(ବି+ଅନଜ୍ ଧାତୁ= ପ୍ରକାଶିତ ହେବା+କର୍ମ. ତି)
- ୧. ମନିଷ୍ୟ; ଲୋକ; ଜଣ —୧. Individual; a distinct person; person.
- ୨. ଏକ ଶ୍ରେଣୀର ଅନେକଙ୍କ ମଧ୍ୟରୁ ଜଣେ —୨. One of a class.
- ୩. ଶରୀରୀ —୩. A corporeal or materialbeing.
- ୪. ପ୍ରାଣୀ; ଜୀବ —୪. Animal.
- ୫. ଦ୍ରବ୍ୟ; ବସ୍ତୁ; ପଦାର୍ଥ —୫. Thing; article.
- ୬. (+ଭାବ. ତି)—ଅଭିବ୍ୟକ୍ତି; ପ୍ରକାଶ —୬. Manifestation.
[ଦ୍ରଷ୍ଟବ୍ୟ —ବ୍ୟକ୍ତି ଶବ୍ଦ ସଂସ୍କୃତରେ ସ୍ତ୍ରୀଲିଙ୍ଗ ହେଲେହେଁ ଭାଷାର ଏହା ମନୁଷ୍ୟ ବା ଲୋକ ଅର୍ଥରେ ପୁଂଲିଙ୍ଗରୂପେ ବ୍ୟବହୃତ ହୁଏ ହିନ୍ଦୀ - ଶ.]