ବ୍ୟବଚ୍ଛେଦ

ଉଇକିଅଭିଧାନ‌ରୁ

ବ୍ୟବଚ୍ଛେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ୟବଚ୍ଛେଦକ—ବିଣ ଫୁ)

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଅବ+ଛିଦ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ବିଶ୍ଳେଷଣ —୧. Analysis.
୨. ବିଭାଗ —୨. Division.
୩. ଶରୀରରୁ ବାଣାଦି ମୋଚନ —୩. Extraction of arrow from the body.
୪. ପରୀକ୍ଷାର୍ଥ କୌଣସି ପଦାର୍ଥକୁ ଖଣ୍ଡ ଖଣ୍ଡ କରି କାଟିବା —୪. Dissection for experiment.

(ଯଥା —ଶବ ବ୍ୟବଚ୍ଛେଦ)

୫. (+କର୍ମ ଅ) ବିଭାଗ; ଖଣ୍ଡ —୫. Section.
୬. ବିରାମ (ହିନ୍ଦୀ - ଶ) — ୬. Cessation.