ବ୍ୟବହାରକାରୀଙ୍କ ଆଲୋଚନା:ସପନ କୁମାର ଦାସ

Page contents not supported in other languages.
ଉଇକିଅଭିଧାନ‌ରୁ

ପୁରୁଣା ଅତି ପ୍ରାଚୀନ ପୁରାତନ କ୍ଷୟପ୍ରାପ୍ତ ଜୀର୍ଣ ଅତି ପ୍ରାଚୀନ ବିବରଣ ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ୟକ୍ତି ମାନଂକ ସଂବଂଧରେ ଦେଖିବାକୁ ମିଳୁଥିବା ଆଖ୍ୟାୟିକାକୁ ପୁରାଣ ବୋଲାଯାଏ ଏହା ଛଡା ବୈଦିକ ଯୁଗପରେ ବ୍ୟାସାଦି ମୁ ନି ମାନେ ଅନେକ ପୁରାଣ ରଚନା କରିଥିଲେ ମହାପୁରାଣ ଓ ଉପପୁରାଣ ଭେଦରେ ପୁରାଣ ଦୁଇ ପ୍ରକାରର

ମହା ପୁରାଣ ଗୁଡିକ ହେଲେ -

ବ୍ରହ୍ମ, ପଦ୍ମ, ବିଷ୍ଣୁ, ଶିବ ମତାଂତରେ ବାୟୁ, ଭାଗବତ, ନାରଦୀୟ, ମାର୍କଣ୍ଡେୟ, ଅଗ୍ନି, ଭବିଷ୍ୟ, ବ୍ରହ୍ମବୈବର୍ତ, ଲିଂଗ, ବରାହ, ସ୍କନ୍ଦ, ବାମନ, କୂର୍ମ, ମତ୍ସ୍ୟ, ଗରୁଡ଼ ଓ ବ୍ରହ୍ମାଣ୍ଡ ପୁରାଣ ଉପପୁରାଣଗୁଡିକ ହେଲେ

ସନତ୍ କୁମାର ନରସିଂହ ନାରଦ ଶୈବଧର୍ମ ଦୁର୍ବାସା ନାରଦୀୟ କପିଳ ମାନବ ଔଶନସ ବ୍ରହ୍ମାଣ୍ଡ ବାରୁଣ କାଳିକା ମାହେଶ୍ବର ସାମ୍ବ ସୌର ପରାଶର ମାରୀଚ ଭାର୍ଗବ (ପ୍ରକାରାଂତରେ ଦେବୀ ଭାଗବତ)ପୁରାଣ

ସ୍ଵଗତ[ସମ୍ପାଦନା]

ନମସ୍କାର ସପନ କୁମାର ଦାସ,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୧୩:୩୨, ୬ ଜୁନ ୨୦୨୨ (UTC)-Snip1 (ମୋ ଆଲୋଚନା) ୧୩:୩୨, ୬ ଜୁନ ୨୦୨୨ (UTC)[reply]