ବ୍ୟବହାରକାରୀଙ୍କ ଆଲୋଚନା:Kmoksy
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୪ ବର୍ଷ ପୂର୍ବେ by Snip1
ନମସ୍କାର Kmoksy,
ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।
--Snip1 (ମୋ ଆଲୋଚନା) ୧୨:୨୩, ୨୦ ଅକ୍ଟୋବର ୨୦୨୦ (UTC)
- ଧନ୍ୟବାଦ | ମୁଁ ଓଡିଆ ଭାଷା ଜାଣି ନାହିଁ | --Kmoksy (ମୋ ଆଲୋଚନା) ୧୬:୧୫, ୨୦ ଅକ୍ଟୋବର ୨୦୨୦ (UTC)
- ଯଦି ଇଛୁକ, ଆପଣ ନିଜ ମାତୃଭାଷାର କିଛି ଶବ୍ଦର ଓଡ଼ିଆ-ଅର୍ଥ ଏଥିରେ ରଖି ପାରିବେ । ଧନ୍ୟବାଦ :)--Snip1 (ମୋ ଆଲୋଚନା) ୨୧:୨୧, ୨୩ ଅକ୍ଟୋବର ୨୦୨୦ (UTC)