ବ୍ୟବହାରକାରୀ:Snip1/ବଦଳ ଆବଶ୍ୟକ/ଜାତି ପ୍ରମାଣପତ୍ର

ଉଇକିଅଭିଧାନ‌ରୁ

ଜାତି ପ୍ରମାଣପତ୍ର ବିଭିନ୍ନ ସମୟରେ ସରକାରୀ ଚାକିରୀ ତଥା ଅଧ୍ୟୟନ କିମ୍ବା ସରକାରୀ ସହାୟତା ନିମନ୍ତେ ଆବଶ୍ୟକସ୍ଥଳେ ଦାଖର କରିବାକୁ ହୋଇଥାଏ । ସାଧାରଣତଃ ତହସିଲଦାର କିମ୍ବା ତଦୁର୍ଦ୍ଧ୍ୱ ପଦବୀର ଅଧିକାରୀ ଏହି ପ୍ରମାଣପତ୍ର ପ୍ରଦାନ କରନ୍ତି ।