ବ୍ୟାଖ୍ୟା
ଦେଖଣା
ବ୍ୟାଖ୍ୟା
ଉଚ୍ଚାରଣ
[ସମ୍ପାଦନା](ବ୍ୟାଖ୍ୟାନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବି+ଆ+ଖ୍ୟା ଧାତୁ=କହିବା, ବର୍ଣ୍ଣନା କରିବା+ଭାବ. ଅ+ଆ)
[ସମ୍ପାଦନା]- ୧. ବିବରଣ; ବର୍ଣ୍ଣନା — ୧. Description; statement;narration.
- ୨. ଟୀକ; ଅର୍ଥ ପ୍ରକଟନ —୨. Annotation; commentary; exposition.
[ ଦ୍ର— କୌଣସି ଜଟିଳ ବିଷୟକୁ ସରଳ ଭାବଦ୍ୱାରା ଓ ଭାଷାଦ୍ୱାରା ପ୍ରକାଶକୁ ବ୍ୟାଖ୍ୟା ନୋଲାଯାଏ ବୃତ୍ତି, ଭାଷ୍ୟ, ବାର୍ତ୍ତିକ,ଟୀକା, ଟିପ୍ପଣୀ ଆଦି ବ୍ୟାଖ୍ୟାର ଅନେକ ଭେଦ ଅଛି ]