Jump to content

ବ୍ୟାଙ୍କ୍

ଉଇକିଅଭିଧାନ‌ରୁ

ବ୍ୟାଙ୍କ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇ. ବାଙ୍କ୍)[ସମ୍ପାଦନା]

୧. ଗଚ୍ଛିତ ଧନର ଭଣ୍ଡାର —୧. A bank for money.
୨. ଖଜଣାଖାନା —୨. Treasury.
୩. ଯେଉଁ ବ୍ୟବସାୟୀ କୋମ୍ପାନୀ ସାଧାରଣଙ୍କଠାରୁ ଟଙ୍କା ଡ଼ିପାଜିଟ୍ ରଖି ସୁଧରେ ଟଙ୍କା ଲଗାନ୍ତି —A firm or company of bankers.

[ଯଥା—ସେଭିଙ୍ଗ୍ସ୍ ବ୍ୟାଙ୍କ୍, ଇମ୍ପିରିୟର୍ ବ୍ୟଙ୍କ୍, ବେଙ୍ଗଲ୍ ବ୍ୟଙ୍କ, କୋଅପରେଟିଭ୍ ବ୍ୟାଙ୍କ୍ ଇତ୍ୟାଦି, ଏହି ଇଂରାଜି ବ୍ୟାଙ୍କ୍ଶବ୍ଦ ସଙ୍ଗେ ଅନେକ ଦେଶୀ ଓ ବିଦେଶୀ ଶବ୍ଦ ଯୁକ୍ତ ହୋଇ ବାଷାରେ ଚଳିଲାଣି ଯଥା—ବ୍ୟଙ୍କ୍କିରାନୀ, ବ୍ୟାଙ୍କ ଛୁଟି, ବ୍ୟାଙ୍କ୍ ଅଫିସ ଇତ୍ୟାଦି]