Jump to content

ବ୍ୟାପିବା

ଉଇକିଅଭିଧାନ‌ରୁ

ବ୍ୟାପିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବି+ଆପ ଧାତୁ)[ସମ୍ପାଦନା]

୧. ଘୋଟିବା —୧. To prevade through.
୨. ଚାରି ଆଡ଼େ ବିସ୍ତୃତ ହେବା; ଖେଦି ଯିବା — ୨. To difuse; to overspread.
୩. ସର୍ବତ୍ର ପ୍ରକଟିତ ହେବା —୩. To be published or spread everywhere.

(ଉ—'ରାଜ୍ୟ ତେଜି ଯିବେ ରାଜା' ଏ ବାର୍ତ୍ତା ନବରେ, ନବରୁ ନବରେ, ତହୁଁ ବ୍ୟାପି ଜନପଦେ ରାଧାନାଥ. ମହାଯାତ୍ରା)

୪. ଆଚ୍ଛାଦନ କରିବା, ଘୋଡ଼ାଇବା —୪. To surround to envelop.
୫. ଘଟିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ବା କାଳ ଅଧିକାର କରିବା —୫. To occupy a period of time.
୬. ନିର୍ଦ୍ଦିଷ୍ଟ ସ୍ଥାନ ଅଧିକାର କରିବା —୬. To occupy a place or area.