Jump to content

ବ୍ୟାପୀ

ଉଇକିଅଭିଧାନ‌ରୁ

ବ୍ୟାପୀ

ଉଚ୍ଚାରଣ

[ସମ୍ପାଦନା]
(ବ୍ୟାପିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବି+ଆପ୍ ଧାତୁ+ଶୀଳାର୍ଥେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବ୍ୟାପକ —୧. Spreading diffusing; pervading.
୨. ଆବରଣକାରୀ; ଆଚ୍ଛାଦକ —୨. Overspreading; enveloping.
୩. ଯାହା ଏତେ ସମୟକୁ ବା ସ୍ଥାନକୁ ବ୍ୟାପିଥାଏ ବା ଅଧିକାର କରି ଥାଏ —୩. Spread over a certain space or time.

ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁ —Bishṇu.