Jump to content

ବ୍ୟାପ୍ତି

ଉଇକିଅଭିଧାନ‌ରୁ

ବ୍ୟାପ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବି+ଆପ୍+ଧାତୁ+ଭାବ. ତି)[ସମ୍ପାଦନା]

୧. b> ବ୍ୟାପନ; ସର୍ବାତ୍ରାସ୍ଥାନ —୧. Overpreading; pervading; diffusion; omnipresence.
୨. ବିସ୍ତୃତ;ପ୍ରସାର —୨. Extension; extent.
୩. ଐଶ୍ଚର୍ଯ୍ୟ;ବିଭୃତି —୩. Devininty; majesty; glory.

[ଦ୍ରଷ୍ଟବ୍ୟ —ଅଷ୍ଟୈଶ୍ୱର୍ଯ୍ୟ ତଳେ ଟୀକା ଦେଖ]

୪. ଶିବଙ୍କର ଅଣିମାଦି ବିଭୂତି ମଧ୍ୟରୁ ଏକତମ; ସର୍ବତ୍ରାବସ୍ଥିତି ରୂପେ ଐଶ୍ୱର୍ଯ୍ୟ — ୪. Omnipresence of God Ṡiba; universal concomitance of God Ṡiba.
୫. (ଦର୍ଶନ ଶାସ୍ତ୍ର) ବସ୍ତୁର ସହଜ ଧର୍ମ (ଯଥା—ଜଳର ତରଲ୍ୟ, ଅଗ୍ନିର ତାପ, ସର୍ଷପର ଦୈଳପ୍ରଦତ୍ୱ —୫. (Hindu philosophy) An inseparable or inbron attribute of a thing; the adjuncet of a matter.
୬. ଲାଭ; ପ୍ରାପ୍ତି —୬. Gain; acquisition.
୭. (ଆଧୁନିକ ୛ଡ଼ବିଜ୍ଞାନ) ଜଡ଼ ପଦାର୍ଥର ସ୍ଥାନ ବ୍ୟାପକତା ରୂପ ଗୁଣ —୭. The attribute of matter occupying a space.
୮. ପ୍ରସିଦ୍ଧି —୮. Celebrity.
୯. ବେଷ୍ଟନ; ବେଢ଼ିବା —୯. Enveloping.
୧. ଏକତ୍ରାବସ୍ଥିତି —୧୦. Concomitance.