Jump to content

ବୟାଁ

ଉଇକିଅଭିଧାନ‌ରୁ

ବୟାଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂରାଜୀ - ବୟ; ପର୍ଟୁଗୀଜ୍. ବୟା)

[ସମ୍ପାଦନା]

ନାବିକମାନଙ୍କୁ ନଦୀ ସମୁଦ୍ରାଦିରେ ପଥ ନିରୂପଣ ବିଷୟରେ ସାହାଯ୍ୟ କରିବାପାଇଁ ନଦୀ ବା ସମୁଦ୍ର ଗର୍ଭରେ ଭସା ଯାଇଥିବା ପୀପାଁ —A buoy.