Jump to content

ଭଅଁ

ଉଇକିଅଭିଧାନ‌ରୁ

ଭଅଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଭଅଁ ଭଅଁ, ଭଁ, ଭଁଭଁ, ଅନ୍ୟରୂପ]

ଦେଶଜ - ଅ [ଧ୍ୱନ୍ୟନୁରଣ]

[ସମ୍ପାଦନା]

ଭ୍ରମରାଦିଙ୍କର ଗୁଣୁଗୁଣୁ ଶବ୍ଦ — The buzzing of a bee.

[ଦ୍ରଷ୍ଟବ୍ୟ —ଭଅଁ ଭଅଁ ଅପେକ୍ଷା ଭୁଁ ଭୁଁ ନୀଚତର ଧ୍ୱନି; ଭେଁ ଭେଁ ଉଚ୍ଚତର ଧ୍ୱନି; ଭୋଁ ଭୋଁ ଆହୁରି ଉଚ୍ଚତର ଧ୍ୱନି]