Jump to content

ଭଅଣୀ

ଉଇକିଅଭିଧାନ‌ରୁ

ଭଅଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ. ଭଗିନୀ; ଭଗ୍ନୀ)

[ସମ୍ପାଦନା]
୧. ଭଗିନୀ —୧. Sister.
୨. ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — ୨. Cousin-sister.
୩. ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ୱୋଧନ —୩. Term of mutual address amongst women of the same age.