ଭଅଣ୍ଡ

ଉଇକିଅଭିଧାନ‌ରୁ

ଭଅଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଅଣ୍ଡପ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀସହର ଓ ଭୁବନେଶ୍ୱର ସହର) ବିଶେଷ୍ୟ - (ସଂସ୍କୃତ - ଭୋଗମଣ୍ଡପ) ବିଶେଷ୍ୟ -[ସମ୍ପାଦନା]

(ପୁରୀ ଜଗନ୍ନାଥଙ୍କ ମନ୍ଦିର ଓ ଭୁବନେଶ୍ୱରର ଲିଙ୍କରାଜଙ୍କ ମନ୍ଦିର ଓ ଭୁବନେଶ୍ୱରରଦ୍ୱାରା ବ୍ୟବହୃତ ଶବ୍ଦ) ଭୋଗମଣ୍ଡପ; ଦେବତାଙ୍କ ଯେଉଁ ଧୃପରେ କୋଠ ଭୋଗ ସଙ୍ଗେ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଭୋଗ ସ୍ଥାପିତ ହୋଇ ଦେବତାଙ୍କୁ ଭୋଗ ଲଗାଯାଏ The offering offerd to the Deity Lord Jagannatha of Puri and Liṅgarāja of Bhubaneṡwara when offerings for the general public are offered along with the daily offerings prepared from the funds of the deity.