ଭଇଁରା

ଉଇକିଅଭିଧାନ‌ରୁ

ଭଇଁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭଉଁରୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଭ୍ରମର)[ସମ୍ପାଦନା]

ନଟୁ — Spinning top.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ସଂସ୍କୃତ - ବଧିର)[ସମ୍ପାଦନା]

କାଲ —Deaf.

(ଉ—ଭଇଁରା ଗାଁରେ ପୁରାଣ ସଭା ଶୁଣିଲା ଲୋକେ ହୋଇବେ କାବା—ଢଗ)