ଭଉ

ଉଇକିଅଭିଧାନ‌ରୁ

ଭଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଭଉତ୍, ଭଉତୁଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ଅ (ସଂସ୍କୃତ - ବହୁ) ଏକ[ସମ୍ପାଦନା]

ଧାନମାପୁଣିମାନେ ଧାନ ମାପିଲା— ବେଳେ ପ୍ରଥମେ ଗଉଣି ମାପିବା ସମୟରେ 'ଏକ' ବୋଲି ନ କହି ବହୁତ, ଭଉ, ରାମ୍, ଜଗନ୍ନାଥ ଆଦି ଶବ୍ଦ ବ୍ୟବହାର କରିଥାଆନ୍ତି — Peculiar ejaculation denoting the number 'one' uttered while beginning to measure the first pot of paddy.