ଭଉଣୀ
ଦେଖଣା
- ଭଗିନୀ
ଉଦାହରଣ
[ସମ୍ପାଦନା]- ବଳେ ହରିଲେ ମୋ ଭଉଣୀ
- ଆଜ ଆଣିବି ଶିର ହାଣି
- (ଭାଗବତ ଦଶମ ସ୍କନ୍ଧ)ଭଉଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ. ଭଗିନୀ; ଭଗ୍ନୀ)
[ସମ୍ପାଦନା]- ୧. ଭଗିନୀ —୧. Sister.
- ୨. ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — ୨. Cousin-sister.
- ୩. ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ୱୋଧନ —୩. Term of mutual address amongst women of the same age.