ଭଉଣୀ
ବିଶେଷ୍ୟ(ସ୍ତ୍ରୀ)[ସମ୍ପାଦନା]
- ଭଗିନୀ
ଉଦାହରଣ[ସମ୍ପାଦନା]
- ବଳେ ହରିଲେ ମୋ ଭଉଣୀ
- ଆଜ ଆଣିବି ଶିର ହାଣି
- (ଭାଗବତ ଦଶମ ସ୍କନ୍ଧ)ଭଉଣୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତ୍ରୀ. ଭଗିନୀ; ଭଗ୍ନୀ)[ସମ୍ପାଦନା]
- ୧. ଭଗିନୀ —୧. Sister.
- ୨. ମାତୁଳ, ପିତୃସ୍ୱପା, ମାତୃସ୍ୱପା ଆଦିଙ୍କ କନ୍ୟା — ୨. Cousin-sister.
- ୩. ସମବୟସ୍କା ସ୍ତ୍ରୀମାନଙ୍କର ପରସ୍ପର ସମ୍ୱୋଧନ —୩. Term of mutual address amongst women of the same age.