ଭକତ ବିଶ୍ୱାସ
ଦେଖଣା
ଭକତ ବିଶ୍ୱାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭକତ ବିଶ୍ୱାସ
|
ଦେଶଜ - ବି— (ସଂସ୍କୃତ - ଭକ୍ତ+ବିଶ୍ୱାସ)
[ସମ୍ପାଦନା]- ୧. ବିଶ୍ୱାସୀ ବା ବିଶ୍ୱାସାସ୍ପଦ ଭକ୍ତ —୧. A trusted devotee.
[ଉ— ମୁଂ ତାଙ୍କୁ ପୂରାଇବା ଆଶ, ସେ ମୋର ଭକତ ବିଶ୍ୱାସ ଜଗନ୍ନାଥ. ଭାଗବତ]
- ୨. ବିଶ୍ୱାସୀ ଓ ଭକ୍ତିଯୁକ୍ତ ବନ୍ଧୁ — ୨. A trusted and devoted friend.
[ଉ— ଆସ ମଇତ୍ର ମୋର ପାଶ, ତୁ ମୋର ଭକତ ବିଶ୍ୱାସ ଗଜ ନିସ୍ତାରଣ]
- ୩. ଭକ୍ତ ଯେଉଁ ପ୍ରଭୁଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ବା ଆସ୍ଥା ରଖିଥାଏ —୩. A master on whom the devotee places utmost confidence.
(ଉ—ବୋଲାଅ ଯେ ତୁମ୍ଭେ ଭକତ ବିଶ୍ୱାସ, ମୋ ଛାର କି କହି ପାରିବ ତୁମ୍ଭ ଯଶ— କୃଷ୍ଣସିଂହ ମହାଭାରତ. ଆଦି)