ଭକ୍ତା
ଦେଖଣା
ଭକ୍ତା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୋକ୍ତା)
[ସମ୍ପାଦନା]- ୧. ରାଜଦତ୍ତ ବଂଶଗତ ଉପାଧି ବିଶେଷ —୧. A family title.
ପ୍ରାଦେଶିକ - (ଗଡ଼ଜାତ ଓ ବାରିପଦା) ବିଶେଷ୍ୟ -
[ସମ୍ପାଦନା]- ୨. ପଣାସଂକ୍ରନ୍ତି ଦିନ ଛୋଟ ଜାତି ଲୋକ କରୁଥିବା ଝାମୁଜାତ —୨. A festival peculiar to Orissa when votaries of Durgā walk on fire or prickly thorns.
- ୩. ଭକ୍ତାବ୍ରତଧାରୀ ଦଳ —୩. The band of these votaries.