ଭକ୍ତି ପ୍ରବଣ

ଉଇକିଅଭିଧାନ‌ରୁ

ଭକ୍ତି ପ୍ରବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭକ୍ତି+ପ୍ରବଣ=ନମ୍ର)[ସମ୍ପାଦନା]

ଭକ୍ତିଦ୍ୱାରା ବିନୀତ; ଭକ୍ତିରସଦ୍ୱାରା ଦ୍ରବୀଭୂତ (ହୃଦୟ) — (heart) Moistened, made soft or over- flowing with the sentiment of devotion.