Jump to content

ଭକ୍ଷ ପାନ

ଉଇକିଅଭିଧାନ‌ରୁ

ଭକ୍ଷ ପାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଭକ୍ଷ+ପାନ)

[ସମ୍ପାଦନା]
୧. ଆହାର —୧. Food.

[ଉ—ତାହାକୁ କଲା ଭକ୍ଷପାନ ଦେଖାଇ ହରଷ ବିଧାନ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]

୨. ଭୋଜନ —୨. Eating.
୩. ଭୋଜନ ଓ ପାନ — ୩. Eating and drinking.
୪. ଖାଦ୍ୟଦ୍ରବ୍ୟ ଓ ପାନୀୟଦ୍ରବ୍ୟ —୪. Food and drink.