ଭକ୍ଷ ଭୋଜନ
ଦେଖଣା
ଭକ୍ଷ ଭୋଜନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭକ୍ଷ ଭୋଜନ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭକ୍ଷ୍ୟଦ୍ରବ୍ୟ ଖାଇବା —Talking of proper food.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉପବାସାଦିର ଆପଣାର କୁଟୁମ୍ୱ ଓ ବନ୍ଧୁମାନଙ୍କୁ ଖାଇବାକୁ ଦେବା —୧. Feeding of one's kinsmen and relatives on ceremonial occasions.
- ୨. ଜାତି ଭାତ — ୨. Caste dinner.
- ୩. ସାମାଜିକ ଅନୁଷ୍ଠାନରେ ପରସ୍ପରଙ୍କ ଘରେ ଅନ୍ନଭୋଜନରୂପ ସମ୍ପର୍କ — ୩. The relationship between two persons of the same caste dining at each other's house on ceremonial feasts.