ଭଗନ୍ଦର

ଉଇକିଅଭିଧାନ‌ରୁ

ଭଗନ୍ଦର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—[ଭଗ=ଗୁହ୍ୟଦ୍ୱାରକୁ)+ଦୃ ଧାତୁ (ବିଦୀର୍ଣ୍ଣ କରିବା+ ଅ][ସମ୍ପାଦନା]

ମଳଦ୍ୱାରରେ ବ୍ରଣ ବା କ୍ଷତ —Anal fistula; fistula in ano.

[ଦ୍ରଷ୍ଟବ୍ୟ —ଏହା ଗୁଦାବର୍ତ୍ତ ବା ଗୁହ୍ୟଦ୍ୱାରର ଦାଢ଼ରେ ଜନ୍ମେ ଏ ବ୍ରଣ ନ ଫୁଟିଯିବା ପର୍ଯ୍ୟନ୍ତ ଏହାକୁ ପୀଡ଼ିକା ବୋଲାଯାଏ ଓ ଫୁଟିଗଲେ ଭଗନ୍ଦର ବୋଲାଯାଏ ଏ ବ୍ରଣ ଫୁଟିଗଲେ ନାଲିଆ ଫେଣ ଓ ପୂଜ ବାହାରେ ଓ ଛୁଦ୍ର ଗଭୀର ହୋଇଗଲେ ମଳ ଓ ମୂତ୍ରମାର୍ଗ ସଙ୍ଗେ ମିଳିଯାଏ—ହିନ୍ଦୀ - ଶ.]