ଭଗବତୀ
ଦେଖଣା
- ଦୁର୍ଗା
ବିଶେଷଣ
[ସମ୍ପାଦନା]- ପୂଜ୍ୟାଭଗବତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଭଗବତ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଦୂର୍ଗା — ୧. Goddess Durgā.
- ୨. ଦୂର୍ଗା —୨. Durgā.
- ୩. ସରସ୍ୱତୀ (ହିନ୍ଦୀ - ଶ.) —୩. Saraswatī.
- ୪. ଗଙ୍ଗା [ହିନ୍ଦୀ - ଶ] —୪. The Ganges [personifield]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀ ଜିଲ୍ଲା ବାଣପୁରରେ ବିରାଜିତ ପ୍ରସିଦ୍ଧ ଦୂର୍ଗା ପ୍ରତିମା —An idol of Durgā at banpur in the Puri district.
[ଦ୍ରଷ୍ଟବ୍ୟ — ସନ୍ନିଧି ଲଭିଣ ଭଗବତୀଙ୍କର ରାଧାନାଥ]
[ଦ୍ରଷ୍ଟବ୍ୟ — ଏ ପାରିକୁଦ ରାଜପରିବାରଙ୍କ ଇଷ୍ଟଦେବତା ଆଗେ ପାରକୁଦ ଓ ବାଣପୁରର ଏକ ରାଜା ଥିଲେ ଏହାଙ୍କର ଦେବୋତ୍ତର ସମ୍ପତ୍ତି ଆଦି ବୁଝା ସୁଝା କରିବା ନିମନ୍ତେ କଟକର ଜିଲ୍ଲା ଜଜ ସାହେବଙ୍କ ନିଯୁକ୍ତ ଗୋଟିଏ କମିଟି ଅଛି]