ଭଗବତ ଗାଦୀ
ଦେଖଣା
ଭଗବତ ଗାଦୀ
ଉଚ୍ଚାରଣ
[ସମ୍ପାଦନା]ଭାଗବତଗୋସାଇଁ, ଭାଗବତଗାଦି, ଗାଦିଗୋସାଇଁଅନ୍ୟରୂପ
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଭାଗବତ ଗାଦି; ଭାଗବତ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଓ ତାଳପତ୍ର ପୋଥି ଆଦି ରଖାଯାଇ ପୂଜା କରା ଯାଉଥିବା ଆସ୍ଥାନ — A heap of Bhāgabat books kept together and worshipped.
[ଦ୍ରଷ୍ଟବ୍ୟ —ବଙ୍ଗଦେଶରେ ଭାଗବତ ଗାଦି, ଭାଗବତ ଗାଦିର ପୂଜା ଓ ଭାଗବତ ଘର ପ୍ରଥା ନାହିଁ]