ଭଗବନ୍ତ

ଉଇକିଅଭିଧାନ‌ରୁ

ଭଗବନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଭଗବତ୍)[ସମ୍ପାଦନା]

ପୂଜ୍ୟ —Adorable.

ବିଶେଷ୍ୟ -[ସମ୍ପାଦନା]

ଭଗବାନ୍; ଈଶ୍ୱର; ବିଷ୍ଣୁ —God; Bishnu.

(ଉ—ନିର୍ଗୁଣ ଆତ୍ମା ଗୁଣବନ୍ତ, ନମସ୍ତେ ପ୍ରଭୁ ଭଗବନ୍ତ ଭଗବତ. ୧ମ)