Jump to content

ଭଗବାନ୍

ଉଇକିଅଭିଧାନ‌ରୁ

ଭଗବାନ୍

ଉଚ୍ଚାରଣ

[ସମ୍ପାଦନା]
[ଭଗବତୀ—ସ୍ତ୍ରୀ] 

(ଭଗବାନ—ଦେଶଜ ରୂପ)

  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭଗ=ଐଶ୍ୱର୍ଯ୍ୟ+ଯୁକ୍ତାର୍ଥେ ବତ୍; ୧ମା. ୧ବ)

[ସମ୍ପାଦନା]
୧. ଜ୍ଞାନାଦି ଷଡ଼ୌଶ୍ୱର୍ଯ୍ୟଶାଳୀ —୧. Divine; endowed with divinity.

[ଉ— କେବଳ ଈଶ୍ୱର ଭଗବନ୍ତ ଭଗବାନ ପ୍ରାଚୀ ଶିବ.— ସ୍ୱରୋଦୟ]

୨. ପୂଜା; ପୂଜନୀୟ —୨. Adorable; worshippable.

ବିଶେଷ୍ୟ -

[ସମ୍ପାଦନା]
୧. ପରମେଶ୍ୱର —୧. God.
୨. ବିଷ୍ଣୁ —୨. Bishṇu.
୩. ବୁଦ୍ଧଦେବ ୩. The Buddha.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.