ଭଗଲି

ଉଇକିଅଭିଧାନ‌ରୁ

ଭଗଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ଢ଼ୁଳ. ହିନ୍ଦୀ - ଭଗିଲି=ଛଳୀ; ଭଗଲ=ଛଳ)[ସମ୍ପାଦନା]

୧. ବେଲି; ଥଟ୍ଟା — ୧. Joke; jesting.
୨. ଛଳ; କପଟ —୨. Fraud.
୩. ବାହାନା —୩. Feigning; pretence.